ନିବୃତ୍ତ କାରଣ Nibṛutta kāraṇa

  • ସଂ. ବିଣ. (ବହୁବ୍ରୀହି; ନିବୃତ୍ତ+କାରଣ) — ନିଷ୍ପ୍ରୟୋଜନ — Needless
  • ସଂ. ବିଣ. (ବହୁବ୍ରୀହି; ନିବୃତ୍ତ+କାରଣ) — ନୀଚ ପ୍ରବୃତ୍ତି ବିହୀନ — Without any mean motive
  • ସଂ, ବି. ପୁଂ. — ଧର୍ମପ୍ରାଣ ବ୍ୟକ୍ତି — A virtuous man (Apte)
  • ସଂ, ବି. ପୁଂ. — ସଂସାର କାମନା ବିରହିତ ବ୍ୟକ୍ତି — A man uninfluenced by worldly desires (Apte)