ନିବୀତୀ Nibītī
- ସଂ. ବିଣ. ପୁଂ. (ନୀବିତ+ଅଛି ଅର୍ଥରେ ଇନ୍; 1 ମା. 1 ବ.) — ଯେଉଁ ଲୋକ ପଇତାକୁ ମାଳା ପରି ବେକରୁ ଲମ୍ବାଇ ଥାଏ — Wearing the sacred thread like a garland
- ସଂ. ବିଣ. ପୁଂ. (ନୀବିତ+ଅଛି ଅର୍ଥରେ ଇନ୍; 1 ମା. 1 ବ.) — [ଦ୍ର—ତର୍ପଣ ଓ ଶ୍ରାଦ୍ଧାଦିରେ ଋଷିମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବା ସମୟରେ ପଇତାକୁ 'ନିବୀତ' କରିବାକୁ ହୁଏ, ଅର୍ଥାତ୍ ମାଳ ପରି ବେକରେ ଲମ୍ବାଇବାକୁ ହୁଏ।]