ନିବାଡ଼ିବା Nibāṟḍ̠ibā
- ଦେ. କ୍ରି. (ସଂ. ନିବର୍ତ୍ତନ; ପ୍ରା. ନିବଟ୍ଟନ) — ଭିଡ଼ିବା — To tighten
- ଦେ. କ୍ରି. (ସଂ. ନିବର୍ତ୍ତନ; ପ୍ରା. ନିବଟ୍ଟନ) — ଦୃଢ଼ କରିବା — To make firm
- ଦେ. କ୍ରି. (ସଂ. ନିବର୍ତ୍ତନ; ପ୍ରା. ନିବଟ୍ଟନ) — ଟାଣ କରିବା — To strengthen
- ଦେ. କ୍ରି. (ସଂ. ନିବର୍ତ୍ତନ; ପ୍ରା. ନିବଟ୍ଟନ) — ସୁନିଷ୍ପନ୍ନ କରିବା; ସିଦ୍ଧ କରିବା — To bring about; to complete; to do a work thoroughly; to accomplish
- ଦେ. କ୍ରି. (ସଂ. ନିବର୍ତ୍ତନ; ପ୍ରା. ନିବଟ୍ଟନ) — ନିର୍ମାଣ କରିବା — To make; to construct
- ଦେ. କ୍ରି. (ସଂ. ନିବର୍ତ୍ତନ; ପ୍ରା. ନିବଟ୍ଟନ) — ରଜ ତମ ସତ୍ତ୍ୱ ତ୍ରିଗୁଣ ଭରି, କାୟା ନିବାଡ଼ିଲା ଓଁ କାର ଧରି। ପ୍ରାଚୀ ପରଚେଗୀତା।
- ଦେ. କ୍ରି. (ସଂ. ନିବର୍ତ୍ତନ; ପ୍ରା. ନିବଟ୍ଟନ) — ନିର୍ବାହ କରିବା; ତୁଲାଇବା — To conduct
- ଦେ. କ୍ରି. (ସଂ. ନିବର୍ତ୍ତନ; ପ୍ରା. ନିବଟ୍ଟନ) — ବଳି ଆଡ଼ଣୀ ଆଡ଼ି ଆଡ଼ମ୍ବରେ, ନିବାଡ଼ି ଘାତ ରାକ୍ଷାସ ଗଳେ ଗଳେ। ଭଞ୍ଜ ବୈଦେହୀଶ ବିଳାସ।