ନିବାରୀ Nibārī

  • ସଂ. ବିଣ. (ନି+ବୃ ଧାତୁ+କର୍ତ୍ତୃ. ଇନ୍, 1 ମା. 1 ବ) — ଯେ ନିବାରଣ କରେ; ନିବାରଣକାରୀ — Preventing; checking; obstructing
  • ସଂ. ବିଣ. (ନି+ବୃ ଧାତୁ+କର୍ତ୍ତୃ. ଇନ୍, 1 ମା. 1 ବ) — ଜୟ ଦିତିପୁତ୍ର ଦାନବ ନିବାରୀ। କୃଷ୍ଣସିଂହ ମହାଭାରତ ବିରାଟ।