ନିବାରିବା Nibārinbā
- ଦେ. (ପଦ୍ୟ) କ୍ରି. (ସଂ. ନିବାରଣ) — ନିବାରଣ କରିବା; ଦମନ କରିବା — To control; to check
- ଦେ. (ପଦ୍ୟ) କ୍ରି. (ସଂ. ନିବାରଣ) — ଏ ଦୁଃଖ ସୁଖ ସମ କର, ଇନ୍ଦ୍ରିୟମାନଙ୍କୁ ନିବାର। ଜଗନ୍ନାଥ. ଭାଗବତ।
- ଦେ. (ପଦ୍ୟ) କ୍ରି. (ସଂ. ନିବାରଣ) — ନିଷେଧ କରିବା — To prohibit
- ଦେ. (ପଦ୍ୟ) କ୍ରି. (ସଂ. ନିବାରଣ) — ଏଥୁଅନ୍ତେ ଧୃଷ୍ଟଦ୍ୟୁମନ ମହାବୀର ନିବାରିଲେକ ବାଦ୍ୟମାନ ସେ ସଭାର। କୃଷ୍ଣସିଂହ. ମହାଭାରତ ଆଦି।
- ଦେ. (ପଦ୍ୟ) କ୍ରି. (ସଂ. ନିବାରଣ) — ଅଟାକାଇବା; ପ୍ରତିରୋଧ କରିବା; ବାଧାଦେବା — 2. To restrain; to obstruct; to oppose
- ଦେ. (ପଦ୍ୟ) କ୍ରି. (ସଂ. ନିବାରଣ) — ତେବେ ସବୁ ଯୋଦ୍ଧାମାନଙ୍କୁ ନିବାରିଲେ କେହି ତାଙ୍କୁ କିଛି କରି ନ ପାରିଲେ। କୃଷ୍ଣସିଂହ, ମହାଭାରତ. ଆଦି।
- ଦେ. (ପଦ୍ୟ) କ୍ରି. (ସଂ. ନିବାରଣ) — ବିନାଶ କରିବା — To kill; to destory
- ଦେ. (ପଦ୍ୟ) କ୍ରି. (ସଂ. ନିବାରଣ) — ବୋଲେ ଏହା ଦେବର ଦେବ ରାଜନ ପର ପରମ କ୍ଷତ୍ରିୟ ନିବାରି। ଭଞ୍ଜ. ବୈଦେହୀଶବିଳାସ।