ନିବାରିତ Nibārita

  • ସଂ. ବିଣ. (ନି+ବୃ ଧାତୁ ଣିଚ୍ ବାରି ଧାତୁ+କର୍ମ. ତ) — ପ୍ରତିଷିଦ୍ଧ; ନିଷିଦ୍ଧ — Prevented
  • ସଂ. ବିଣ. (ନି+ବୃ ଧାତୁ ଣିଚ୍ ବାରି ଧାତୁ+କର୍ମ. ତ) — ବିରୁଦ୍ଧ — Resisted; opposed; obstructed