ନିବାରଣୀୟ Nibāraṇīya

  • ସଂ. ବିଣ. (ନି+ବୃ ଧାତୁ ଣିଚ+କର୍ମ. ଅନୀୟ) — ଯାହା ନିବାରଣ କରାଯାଇ ପାରେ; ନିବାରଣ କରିବାର ଯୋଗ୍ୟ — Preventible. resistible; deserving to be checked