ନିବାନ୍ୟା Nibānyā

  • ସଂ. ବି. ସ୍ତ୍ରୀ — ଯେଉଁ ଗାଈର ବାଛୁରି ମରିଅଛି ଓ ଯାହାଠାରୁ ଅନ୍ୟ ବାଛୁରି ସାହାଯ୍ୟରେ ଦୁଧ ଦୁହାଁ ଯାଉଅଛି — A cow whose calf is dead and which is milked by means of another calf (Apte)