ନିବର୍ହିତ Nibarhita

  • ସଂ. ବିଣ.—(ନି+ବର୍ହ ଧାତୁ+କର୍ମ. ତ) — ଅପହୃତ — Stolen; plundered
  • ସଂ. ବିଣ.—(ନି+ବର୍ହ ଧାତୁ+କର୍ମ. ତ) — ନିହତ — Killed; murdered
  • ସଂ. ବିଣ.—(ନି+ବର୍ହ ଧାତୁ+କର୍ମ. ତ) — ବିନଷ୍ଟ; ଉଚ୍ଛନ୍ନ — Ruined; crushed; destroyed