ନିବର୍ହଣ Nibarhaṇa
- ସଂ. ବି.—(ନି+ବର୍ହ ଧାତୁ=ବଧ କରିବା+ଭାବ. ଅନ) — ମାରଣ; ବଧ — Slaughter; killing
- ସଂ. ବି.—(ନି+ବର୍ହ ଧାତୁ=ବଧ କରିବା+ଭାବ. ଅନ) — ବିନାଶସାଧନ; ଉଚ୍ଛେଦ ସାଧନ — Crushing; destruction; overthrow
- ବିଣ. — (+କର୍ତ୍ତୃ ଅନ) ଉଚ୍ଛେଦକ — 1. Ruinous; crushing
- ବିଣ. — ବିନାଶକ — Destroying