ନିବର୍ତ୍ତ Nibartta
- ଦେ. ବିଣ. (ସଂ. ନିବୃତ୍ତ) — ନିବୃତ୍ତ; କ୍ଷାନ୍ତ; ବିରତ — Ceased; stopped
- ଦେ. ବିଣ. (ସଂ. ନିବୃତ୍ତ) — ଏ ବାଣୀ ଯହୁଁ ନିବର୍ତ୍ତ ବୋଇଲା। କୃଷ୍ଣସିଂହ, ମହାଭାରତ ଆଦି।
- ଦେ. ବିଣ. (ସଂ. ନିବୃତ୍ତ) — ପ୍ରତ୍ୟାବୃତ୍ତ — Returned
- ଦେ. ବିଣ. (ସଂ. ନିବୃତ୍ତ) — ଶାନ୍ତ; ଶାନ୍ତ ପ୍ରକୃତିକ — Mild; serene
- ଦେ. ବିଣ. (ସଂ. ନିବୃତ୍ତ) — ଫଳକାମନାରହିତ — Having no hank- ering for the result of one's action
- ଦେ. ବିଣ. (ସଂ. ନିବୃତ୍ତ) — ଦୟା ବିନୟ ଦାନ କ୍ଷମା, ନିବର୍ତ୍ତ କର୍ମ ପ୍ରେମ ସୀମା। ଭୂପତି, ପ୍ରେମପଞ୍ଚାମୃତ।
- ଦେ. ବି — ନିବୃତ୍ତି — Cessation; restraint