ନିବର୍ତ୍ତିବା Nibarttibā

  • ଦେ. କ୍ରି.—(ସଂ. ନି+ବୃତ୍ ଧାତୁ) — ନିବୃତ୍ତ ହେବା; କ୍ଷାନ୍ତ ହେବା — To cease; to stop
  • ଦେ. କ୍ରି.—(ସଂ. ନି+ବୃତ୍ ଧାତୁ) — ନିବର୍ତ୍ତି ରହହେ ବେନି ମୋ କହିବାର। କୃଷ୍ଣସିଂହ. ମହାଭାରତ.ବନ।
  • ଦେ. କ୍ରି.—(ସଂ. ନି+ବୃତ୍ ଧାତୁ) — ପାଶ୍ଚାତ୍ପଦ ହେବା — To fall back; to shrink
  • ଦେ. କ୍ରି.—(ସଂ. ନି+ବୃତ୍ ଧାତୁ) — ଡାକିଲେ ରଣେ କି ଜୁତପଣେ ନିବର୍ତ୍ତେ ନାହିଁ କ୍ଷତ୍ରିୟ। ଭଞ୍ଜ, ବୈଦେହୀଶବିଳାସ।
  • ଦେ. କ୍ରି.—(ସଂ. ନି+ବୃତ୍ ଧାତୁ) — ଶାନ୍ତ ହେବା — To become calm
  • ଦେ. କ୍ରି.—(ସଂ. ନି+ବୃତ୍ ଧାତୁ) — ଶବର ଦେହ ତୃଣବନ ଭସ୍ମ କଲେ. ବ୍ୟାଧ ନାଶେ ସେକ୍ଷଣି ନିବର୍ତ୍ତି ସେ ଗଲେ। କୃଷ୍ଣସିଂହ ମହାଭାରତ, ବନ।