ନିବର୍ତ୍ତିତ Nibarttita

  • ସଂ. ବିଣ.—(ନି+ବର୍ତ୍ତିତ) — କ୍ଷାନ୍ତ; ବିରତ; ଅନ୍ୟ ଦ୍ୱାରା କୌଣସି କାର୍ଯ୍ୟରୁ ରହିତ — Stopped
  • ସଂ. ବିଣ.—(ନି+ବର୍ତ୍ତିତ) — ପ୍ରତ୍ୟାବୃତ୍ତ — Returned
  • ସଂ. ବିଣ.—(ନି+ବର୍ତ୍ତିତ) — ଅଟକା ଯାଇଥିବା — Restrained
  • ସଂ. ବିଣ.—(ନି+ବର୍ତ୍ତିତ) — ନିବାରିତ — prevented; dissuaded