ନିବର୍ତ୍ତକ Nibarttaka

  • ସଂ. ବିଣ. ପୁଂ. (ନି+ବୃତ୍ ଧାତୁ+କର୍ତ୍ତୃ ଅକ) — ନିବୃତ୍ତକାରୀ — Preventing
  • ସଂ. ବିଣ. ପୁଂ. (ନି+ବୃତ୍ ଧାତୁ+କର୍ତ୍ତୃ ଅକ) — ଯେ ପଛକୁ ବୁଲି ପଡ଼େ — Turning back
  • ସଂ. ବିଣ. ପୁଂ. (ନି+ବୃତ୍ ଧାତୁ+କର୍ତ୍ତୃ ଅକ) — ପଳାତକ — Fleeing (M.W.)