ନିବରତିବା Nibaratibā

  • ଗ୍ରା. (ପଦ୍ୟ) କ୍ରି (ସଂ. ନି+ବୃତ୍ ଧାତୁ) — ନିବର୍ତ୍ତିବା (ଦେଖ) — Nibarttibā (See)
  • ଗ୍ରା. (ପଦ୍ୟ) କ୍ରି (ସଂ. ନି+ବୃତ୍ ଧାତୁ) — ଦୁର୍ଯ୍ୟୋଧନ ବୋଇଲେ ଭୀଷ୍ମ ନିବରତ ମୋହର କାର୍ଯ୍ୟ ଆସି ପଡିଛି ମହତ। କୃଷ୍ଣସିଂହ, ମହାଭାରତ ଉଦ୍ୱୋଗ।