ନିପାତିବା Nipātibā

  • ଦେ. (ପଦ୍ୟ) କ୍ରି. (ସଂ. ନିପାତନ) — ନିପାତ କରିବା; ବିନାଶ କରିବା — To destroy; to eradicate
  • ଦେ. (ପଦ୍ୟ) କ୍ରି. (ସଂ. ନିପାତନ) — ଗଦା ପ୍ରହାରିଣ ଭୀମ ମାରଇ ନିପାତି। ମଧୁସୂଦନ—କବିତା।