ନିପାତିତ Nipātita
- ସଂ. ବିଣ. (ନି=ସମ୍ପୂର୍ଣ୍ଣରୂପେ+ପତ୍ ଧାତୁ ଣିଚ୍ ପାତି ଧାତୁ କର୍ମ+ତ.) — ଅଧୋନୀତ — Brought down
- ସଂ. ବିଣ. (ନି=ସମ୍ପୂର୍ଣ୍ଣରୂପେ+ପତ୍ ଧାତୁ ଣିଚ୍ ପାତି ଧାତୁ କର୍ମ+ତ.) — ପାତିତ — Thrown down
- ସଂ. ବିଣ. (ନି=ସମ୍ପୂର୍ଣ୍ଣରୂପେ+ପତ୍ ଧାତୁ ଣିଚ୍ ପାତି ଧାତୁ କର୍ମ+ତ.) — ହତ — Killed
- ସଂ. ବିଣ. (ନି=ସମ୍ପୂର୍ଣ୍ଣରୂପେ+ପତ୍ ଧାତୁ ଣିଚ୍ ପାତି ଧାତୁ କର୍ମ+ତ.) — ବିନାଶିତ — Destroyed; ruined
- ସଂ. ବିଣ. (ନି=ସମ୍ପୂର୍ଣ୍ଣରୂପେ+ପତ୍ ଧାତୁ ଣିଚ୍ ପାତି ଧାତୁ କର୍ମ+ତ.) — ବ୍ୟତିରିକ୍ତ — Excepted