ନିନ୍ଦ୍ୟ Nindya

  • ସଂ. ବିଣ. (ନିନ୍ଦ୍ ଧାତୁ+କର୍ମ. ଯ) — ନିନ୍ଦନୀୟ — Blameable
  • ସଂ. ବିଣ. (ନିନ୍ଦ୍ ଧାତୁ+କର୍ମ. ଯ) — ଦୂଷିତ; ଗର୍ହିତ; ଅନୁଚିତ — Bad; improper