ନିନ୍ଦୁକ Ninduka

  • ଦେ. ବିଣ. ପୁଂ. (ସଂ. ନିନ୍ଦକ) — ନିନ୍ଦକ (ଦେଖ) — Nindaka (See)
  • ଦେ. ବିଣ. ପୁଂ. (ସଂ. ନିନ୍ଦକ) — [ଦ୍ର—ସଂସ୍କୃତ ଭାଷାରେ 'ନିନ୍ଦୁକ' ଶବ୍ଦର ପ୍ରୟୋଗ ନାହିଁ, ବଙ୍ଗଳାରେ ଏ ଶବ୍ଦର ପ୍ରୟୋଗ ଦେଖି କେହି କେହି ଓଡ଼ିଆରେ 'ନିନ୍ଦକ' ଅର୍ଥରେ ଏ ଶବ୍ଦ ପ୍ରୟୋଗ କରୁଅଛନ୍ତି; କିନ୍ତୁ ଏହା ଭ୍ରାନ୍ତ ପ୍ରୟୋଗ।]