ନିନ୍ଦା Nindā
- ସଂ. ବି (ନିନ୍ଦ୍. ଧାତୁ+ଭାବ. ଅ+ଆ) — ଦୁର୍ନାମ; ଅପବାଦ — Libel; slander; defamation
- ସଂ. ବି (ନିନ୍ଦ୍. ଧାତୁ+ଭାବ. ଅ+ଆ) — କୁତ୍ସା — Accusation; reviling
- ସଂ. ବି (ନିନ୍ଦ୍. ଧାତୁ+ଭାବ. ଅ+ଆ) — ଗାଳି; ଭର୍ତ୍ସନା — Reproach; censure; abuse
- ସଂ. ବି (ନିନ୍ଦ୍. ଧାତୁ+ଭାବ. ଅ+ଆ) — ଦୋଷ ଦେବା — Blaming; condemnation; vilification
- ସଂ. ବି (ନିନ୍ଦ୍. ଧାତୁ+ଭାବ. ଅ+ଆ) — [ଦ୍ର—ଅବିଦ୍ୟମାନ ଦୋଷର ପ୍ରକାଶକୁ ନିନ୍ଦା ଓ ବିଦ୍ୟମାନ ଦୋଷର ପ୍ରକାଶକୁ ପରୀବାଦ ବୋଲାଯଏ—ମନୁ, କୁଲ୍ଲୁକ ଭଟ୍ଟ]
- ଦେ. ବିଣ. — ନିନ୍ଦ୍ୟ; ନିନ୍ଦିତ — Blameworthy
- ଦେ. ବିଣ. — ବିପ୍ର କ୍ଷତ୍ରିୟ ବେନି ବର୍ଣ୍ଣ, ବର୍ଜିବ ନିନ୍ଦା ବୃତ୍ତିମାନ। ଜଗନ୍ନାଥ ଭାଗବତ।
- ପ୍ରାଦେ (ସମ୍ବଲପୁର) ବି (ତୁଳ. ଏହି ଅର୍ଥରେ ହି. ନିଂଦାଇ) ଧାନ ବିଲରୁ ଘାସ ବଛା — The weeding out of grass etc. from paddy fields