ନିନ୍ଦା ସ୍ତୁତି Nindāstuti
- ସଂ. ବି — (ଅଳଙ୍କାରବିଶେଷ) ଯେଉଁ ସ୍ଥଳରେ ନିନ୍ଦା— ଛଳରେ ପ୍ରଶଂସା ଓ ପ୍ରଶଂସା ଛଳରେ ନିନ୍ଦା କରାଯାଏ — A figure of speech in which a person is praised under the guise of raillry and vice versa;
- ସଂ. ବି — ନିନ୍ଦା ଓ ପ୍ରଶଂସା — Blame and praise
- ସଂ. ବି — ବ୍ୟାଜସ୍ତୁତି; ନିନ୍ଦା କରିବା ବାହାନାରେ ପ୍ରଶଂସା — Praising a person while feigning to revile him