ନିନ୍ଦନୀୟ Nindanīya

  • ସଂ. ବିଣ. (ନିନ୍ଦ୍ ଧାତୁ+କର୍ମ. ଅନୀୟ) — ନିନ୍ଦିତ ହେବାର ଉପଯୁକ୍ତ; ନିନ୍ଦା ଯୋଗ୍ୟ — Blameworthy; blameable
  • ସଂ. ବିଣ. (ନିନ୍ଦ୍ ଧାତୁ+କର୍ମ. ଅନୀୟ) — ଦୂଷଣୀୟ — Reproachable
  • ସଂ. ବିଣ. (ନିନ୍ଦ୍ ଧାତୁ+କର୍ମ. ଅନୀୟ) — ଘୃଣ୍ୟ — Contemptible