ନିନାଦିତ Ninādita
- ସଂ. ବିଣ. (ନି+ନଦ୍ ଧାତୁ ଣିଚ୍=ନାଦି ଧାତୁ+କର୍ମ. ତ) — ଶବ୍ଦିତ — Sounded; noised
- ସଂ. ବିଣ. (ନି+ନଦ୍ ଧାତୁ ଣିଚ୍=ନାଦି ଧାତୁ+କର୍ମ. ତ) — ଶବ୍ଦପୂର୍ଣ୍ଣ — Noisy
- ସଂ. ବିଣ. (ନି+ନଦ୍ ଧାତୁ ଣିଚ୍=ନାଦି ଧାତୁ+କର୍ମ. ତ) — ମୁଖରିତ — Resounding; resonant
- ସଂ. ବିଣ. (ନି+ନଦ୍ ଧାତୁ ଣିଚ୍=ନାଦି ଧାତୁ+କର୍ମ. ତ) — ଯେଉଁ ବାଦ୍ୟଯନ୍ତ୍ର ବଜା ଯାଇଅଛି; ବାଦିତ — (a musical instrument) Set to music; played upon