ନିଧି ନିଖାତ Nidhi nikhāta
- ଦେ. ବି. (କଚିରିଆ; କବଲା ଆଦିରେ ବ୍ୟବହୃତ) — କୌଣସି ଜମିର ପୃଷ୍ଠ ଦେଶରେ ବା ଗର୍ଭରେ ଥିବା ଧନ — (a term used in conveyances) Riches on the surface of or inside any land
- ଦେ. ବି. (କଚିରିଆ; କବଲା ଆଦିରେ ବ୍ୟବହୃତ) — ଗୁପ୍ତ ଧନ; ପ୍ରୋଥିତ ଧନରତ୍ନାଦି — Hidden treasure to be found in any land; treasure trove,
- ଦେ. ବି. (କଚିରିଆ; କବଲା ଆଦିରେ ବ୍ୟବହୃତ) — (ଯଥା—ଏ ଜମି ମଏ ତହିଁରେ ଥିବା ପୋତା ନୋତା, ନିଧିନିଖାତ, କାଷ୍ଠ ପାଷାଣ, ତରୁ ଲତା, ଛାୟା ଉପଛାୟା କୁଲ୍ ହବୁବାଦ୍ତ୍କୁ ଶହେ ଟଙ୍କା ଜରସମନରେ ଆପଣ ମୁସ୍ତରିଙ୍କ ହସ୍ତେ ବିକ୍ରି କଲୁ।)