ନିଦ୍ରିତ Nidrita

  • ସଂ. ବି. ପୁଂ (ନି+ଦ୍ରା ଧାତୁ+କର୍ତ୍ତୃ. ତ, ବା ନିଦ୍ରା+ ସଂଜାତାର୍ଥେ ଇତ) — ସୁପ୍ତ; ଶୋଇ ପଡ଼ିଥିବା; ଶୋଇଥିବା — Asleep
  • ସଂ. ବି. ପୁଂ (ନି+ଦ୍ରା ଧାତୁ+କର୍ତ୍ତୃ. ତ, ବା ନିଦ୍ରା+ ସଂଜାତାର୍ଥେ ଇତ) — ଘୁମାଉଥିବା — Drowsy
  • ସଂ. ବି. ପୁଂ (ନି+ଦ୍ରା ଧାତୁ+କର୍ତ୍ତୃ. ତ, ବା ନିଦ୍ରା+ ସଂଜାତାର୍ଥେ ଇତ) — ଅଳସ — Idle