ନିଦ୍ରାଳୁ Nidrāḻu
- ସଂ. ବିଣ (ନିଦ୍ରା+ଶୀଳାର୍ଥେ. ଆଳୁ. ତୁଳ. ଦୟାଳୁ. ଭୟାଳୁ) — ନିଦ୍ରାସକ୍ତ — Sleepy
- ସଂ. ବିଣ (ନିଦ୍ରା+ଶୀଳାର୍ଥେ. ଆଳୁ. ତୁଳ. ଦୟାଳୁ. ଭୟାଳୁ) — ଘୁମା — Drowsy
- ସଂ. ବିଣ (ନିଦ୍ରା+ଶୀଳାର୍ଥେ. ଆଳୁ. ତୁଳ. ଦୟାଳୁ. ଭୟାଳୁ) — ଅଳସୁଆ — Lethargic
- ସଂ. ବିଣ (ନିଦ୍ରା+ଶୀଳାର୍ଥେ. ଆଳୁ. ତୁଳ. ଦୟାଳୁ. ଭୟାଳୁ) — ନିଦ୍ରାଶୀଳ; ଯେ ଅଧିକାଂଶ ସମୟ ଶୋଇବାକୁ ସୁଖପାଏ — Fond of sleep; given to sleep
- ସଂ. ବିଣ (ନିଦ୍ରା+ଶୀଳାର୍ଥେ. ଆଳୁ. ତୁଳ. ଦୟାଳୁ. ଭୟାଳୁ) — ନିଦ୍ରାବିଷ୍ଟ; ଯେ ଶୋଇଅଛି — Asleep
- ବି — ବାଇଗଣ; ବାର୍ତ୍ତାକୀ — Brinjal; eggplant; Solanum Melongena (M.W.)
- ବି — ବନ ବର୍ବରିକା; ଏକପ୍ରକାର ବଣତୁଳସୀ ଗୁଳ୍ମ — A kind of wild Basil plant