ନିଦ୍ରାଳସ Nidrāḻasa

  • ସଂ. ବିଣ. ପୁଂ — ନିଦ ମାଡ଼ିବା ଯୋଗୁଁ ଅଳସ — Slothful from drowsiness (m. W.)
  • ସଂ. ବିଣ. ପୁଂ — ଘୋରନିଦ୍ରାଭିଭୂତ; ଖୁବ୍ ନିଦ୍ରିତ — Fast asleep (M.W.)