ନିଦ୍ରାଣ Nidrāṇa
- ସଂ. ବିଣ. ପୁଂ. (ନି+ଦ୍ରା ଧାତୁ=ଶୋଇବା+କର୍ତ୍ତୃ. ତ) — ନିଦ୍ରିତ — Asleep
- ସଂ. ବିଣ. ପୁଂ. (ନି+ଦ୍ରା ଧାତୁ=ଶୋଇବା+କର୍ତ୍ତୃ. ତ) — ଅଳସ — Lazy; idle
- ସଂ. ବିଣ. ପୁଂ. (ନି+ଦ୍ରା ଧାତୁ=ଶୋଇବା+କର୍ତ୍ତୃ. ତ) — ନିମୀଳିତ — Closed; shut
- ସଂ. ବିଣ. ପୁଂ. (ନି+ଦ୍ରା ଧାତୁ=ଶୋଇବା+କର୍ତ୍ତୃ. ତ) — ଘୁମାଉଥିବା — Dozing
- ସଂ. ବିଣ. ପୁଂ. (ନି+ଦ୍ରା ଧାତୁ=ଶୋଇବା+କର୍ତ୍ତୃ. ତ) — ଯାହାକୁ ନିଦ ମାଡ଼ୁ ଅଛି — Drowsy