ନିଦ୍ରାଗମ Nidrāgama

  • ସଂ. ବି. ( 6 ଷ୍ଠୀ ତତ୍; ନିଦ୍ରା+ଆଗମ) — ନିଦ ମାଡ଼ିବା ଅବସ୍ଥା — The approach of sleep
  • ସଂ. ବି. ( 6 ଷ୍ଠୀ ତତ୍; ନିଦ୍ରା+ଆଗମ) — ଶୋଇବା ବେଳ — The time of sleep