ନିଦ୍ରା ଭଙ୍ଗ Nidrā bhaṅga

  • ସଂ. ବି ( 6 ଷ୍ଠୀ ତତ୍; ନିଦ୍ରା+ଭଙ୍ଗ) — ନିଦ ଭାଙ୍ଗିଯିବା; ଜାଗରଣ — Waking up
  • ସଂ. ବି ( 6 ଷ୍ଠୀ ତତ୍; ନିଦ୍ରା+ଭଙ୍ଗ) — ନିଦ୍ରାରେ ବାଧା — Interruption in sleep
  • ବିଣ (ବହୁବ୍ରୀହି) — ଜାଗରିତ; ଅସୁପ୍ତ — Awake
  • ବିଣ (ବହୁବ୍ରୀହି) — ପ୍ରବୋଧିତ — Aroused; awakened