ନିଦେଷ୍ଟା Nideṡhṭā

  • ସଂ. ବିଣ. ପୁଂ (ନି+ଦିଶ୍ ଧାତୁ+କର୍ତ୍ତୃ. ତୃ; ନିଦେଷ୍ଟ ଶବ୍ଦ 1 ମା. 1 ବ.) — ନିଦେଶକାରକ; ଯେ ଆଜ୍ଞା ଦିଏ — Giving orders; commanding
  • ସଂ. ବିଣ. ପୁଂ (ନି+ଦିଶ୍ ଧାତୁ+କର୍ତ୍ତୃ. ତୃ; ନିଦେଷ୍ଟ ଶବ୍ଦ 1 ମା. 1 ବ.) — ଯେ ଦେଖାଇ ଦିଏ — Pointing out