ନିଦେଶିନୀ Nideṡinī

  • ସଂ. ବି. ସ୍ତ୍ରୀ. (ନିଦେଶ+ଇନ୍+ସ୍ତ୍ରୀ. ଇ) — ଦିକ୍; ଦିଗ — A point of the compass
  • ସଂ. ବି. ସ୍ତ୍ରୀ. (ନିଦେଶ+ଇନ୍+ସ୍ତ୍ରୀ. ଇ) — ଦେଶାଂଶ; ଅଞ୍ଚଳ — A region (Apte)