ନିଦେଶକାରକ Nideṡakāraka

  • ସଂ. ବିଣ. ପୁଂ (ନିଦେଶ+କୃ ଧାତୁ+କର୍ତ୍ତୃ. ଅକ) — ଯେ ଆଜ୍ଞା ଦିଏ — Directing; ordering
  • ସଂ. ବିଣ. ପୁଂ (ନିଦେଶ+କୃ ଧାତୁ+କର୍ତ୍ତୃ. ଅକ) — ନିର୍ଦ୍ଦେଶକ — Pointing out; showing