ନିଦିଧ୍ୟାସ Nididhyāsa

  • ସଂ. ବି. (ନି+ଧ୍ୟୈ ଧାତୁ=ଚିନ୍ତା କରିବା+ସନ୍+ଭାବ ଅ) — ପ୍ରଗାଢ଼ ଭାବରେ ଧାରାବାହିକ ଚିନ୍ତା; ଏକାଗ୍ର ଗଭୀର ଧ୍ୟାନ — Profound and concentrated meditation
  • ସଂ. ବି. (ନି+ଧ୍ୟୈ ଧାତୁ=ଚିନ୍ତା କରିବା+ସନ୍+ଭାବ ଅ) — ପୁନଃ ପୁନଃ ପରମାର୍ଥ ଚିନ୍ତା — Repeated spiri- tual conteṃplation
  • ସଂ. ବି. (ନି+ଧ୍ୟୈ ଧାତୁ=ଚିନ୍ତା କରିବା+ସନ୍+ଭାବ ଅ) — ସତତ ଚିନ୍ତନ; ନିରନ୍ତର ବିଚାର — Constant musing