ନିଦିଧ୍ୟାସନ Nididhyāsana

  • ସଂ. ବି. (ନି+ଧ୍ୟୈ ଧାତୁ=ଚିନ୍ତା କରିବା+ସନ୍+ଭାବ ଅନ) — ନିଦିଧ୍ୟାସ (ଦେଖ) — Nididhyāsa (See)
  • ସଂ. ବି. (ନି+ଧ୍ୟୈ ଧାତୁ=ଚିନ୍ତା କରିବା+ସନ୍+ଭାବ ଅନ) — [ଦର୍ଶନ, ଶ୍ରବଣ, ମନନ ଓ ନିଦିଧ୍ୟାସନ ଆତ୍ମଜ୍ଞାନ ପାଇଁ ଆବଶ୍ୟକ ଥିବାର ଶ୍ରୃତିରେ ଲେଖା ଅଛି—ହି. ଶ। ]