ନିଦାରୁଣ Nidāruṇa

  • ସଂ. ବିଣ. (ନି=ବିଶେଷ ରୂପେ+ଦାରୁଣ) — ଘୋର; ଅତି ଭୟାନକ — Fierce; awful
  • ସଂ. ବିଣ. (ନି=ବିଶେଷ ରୂପେ+ଦାରୁଣ) — ଅତି ନିଷ୍ଠୁର — Very cruel
  • ସଂ. ବିଣ. (ନି=ବିଶେଷ ରୂପେ+ଦାରୁଣ) — ଅତି କଠିନ — Very hard; very harsh
  • ସଂ. ବିଣ. (ନି=ବିଶେଷ ରୂପେ+ଦାରୁଣ) — ଅସହ୍ୟ — Unbearable; Severe