ନିଦାବିଷ୍ଣୁ Nidābishṇu
- ଦେ. ବି — (ଓଡ଼ିଆ ନୃସିଂହ ପୁରାଣୋକ୍ତ) ପ୍ରକୃତରେ ବିଷ୍ଣୁ ନ ହୋଇ ଆପଣାକୁ ବିଷ୍ଣୁଙ୍କ ଅବତାର ବୋଲି ପରିଚୟ ଦେଉଥିବା ଜଣେ ବ୍ୟକ୍ତି — The name of a person passing himself off as an incarnation of Bishụu
- ଦେ. ବି — ଧର୍ମବକ; ବିରାଡ଼ି ବୈଷମ; ଯେ ଆପଣାର କପଟତାକୁ ଘୋଡ଼ାଇ ବାହାରେ ଭଲପଣ ଦେଖାଇ ହୁଏ — A hypocrite
- ଦେ. ବି — ଅଳସୁଆ ଲୋକ — An idle person
- ଦେ. ବି — ଉଦାସୀନ ବ୍ୟକ୍ତି — An indifferent person