ନିଦାଘ ରୁଚି Nidāgha ruchi

  • ସଂ. ବିଣ. (ବହୁବ୍ରୀହି; ନିଦାଘ+ ରୁଚି) — ଯାହାର କିରଣ ଗରମ — Hot-rayed (M.W.)
  • ସଂ. ବି. — ସୂର୍ଯ୍ୟ — The sun