ନିଦାଇବା, ନିଦେଇବା Nidā(de)ibā

  • ପ୍ରାଦେ. (ଗଡ଼ଜାତ) କ୍ରି. — ଶୋଇପଡ଼ିବା — To fall asleep
  • ପ୍ରାଦେ. (ଗଡ଼ଜାତ) କ୍ରି. — ଘୁମାଇବା — To doze
  • ପ୍ରାଦେ. (ଗଡ଼ଜାତ) କ୍ରି. — ନିଦ୍ରାସକ୍ତ ହେବା — To feel sleepy