ନିଦ ମନ୍ତର Nida mantra
- ଦେ. ବି. (ସଂ, ନିଦ୍ରା+ମନ୍ତ୍ର) — ଗାଢ଼ ନିଦ୍ରାଜନକ ମନ୍ତ୍ର; ଚୋରମାନେ ଯେଉଁ ମନ୍ତ୍ରରେ ମାଟି ବା ଧୂଳି ଅଭିମନ୍ତ୍ରିତ କରି ଗୃହରେ ଶୋଇ ଥିବା ବ୍ୟକ୍ତିମାନଙ୍କ ଦେହକୁ ଫିଙ୍ଗିଲେ ସେମାନେ ଗାଢ଼ ନିଦ୍ରାଭିଭୂତ ହୁଅନ୍ତି ଓ ଚୋର— ମାନେ ଏହି ଅବସରରେ ନିରାପଦରେ ଚୋରି କରନ୍ତି — Esoteric formulae with which thieves are said to consecrate dust which they throw on the sleeping inmates of a house and which is said to induce profound sleep in them