ନିଦ ଭାଙ୍ଗିବା Nida bhāṅgibā
- ଦେ. କ୍ରି — ନିଦ ଭଙ୍ଗାଇବା (ଦେଖ) — Nida bhaṅgāibā (See)
- ଦେ. କ୍ରି — ନିଜେ ଚେଷ୍ଟା ପୂର୍ବକ ନିଦ୍ରାର ଆଳସ୍ୟକୁ ତ୍ୟାଗ କରିବା — To shake off one's slumber
- ଦେ. ବି. (ସଂ. ନିଦ୍ରା ଭଙ୍ଗ) — ଜାଗରଣ; ନିଦ୍ରାଭଙ୍ଗ ହେବା — Awaking from sleep
- ଦେ. ବି. (ସଂ. ନିଦ୍ରା ଭଙ୍ଗ) — (ଲକ୍ଷଣାର୍ଥ) ପ୍ରକୃତ ଅବସ୍ଥାର ଉପଲବ୍ଧି — (figurative) Realisation of one's actual position
- ଦେ. ବି. (ସଂ. ନିଦ୍ରା ଭଙ୍ଗ) — (ଯଥା—ତେଣେ ମାହାଲ ଲାଟରେ ଗଲାଣି, ବାବୁଙ୍କର ଏତେ ବେଳଯାଏଁ ନିଦ ଭାଙ୍ଗୁ ନାହିଁ।)