ନିତ୍ୟୋଦକ Nityadaka

  • ସଂ. ବିଣ. (ବହୁବ୍ରୀହି; ନିତ୍ୟ+ ଉଦକ) — ଯେଉଁ ଜଳାଶ୍ରୟରେ ସବୁଦିନ ପାଣି ଥାଏ — Always having water; perennial (river or reservoir)