ନିତ୍ୟାଚାର Nityāchāra

  • ସଂ. ବି. (କର୍ମଧା; ନିତ୍ୟ+ଆଚାର) — ସର୍ବଦା କରଣୀୟ ସଦାଚାର — Constant good counduct
  • ସଂ. ବି. (କର୍ମଧା; ନିତ୍ୟ+ଆଚାର) — ପ୍ରତିଦିନ କର୍ତ୍ତବ୍ୟ କର୍ମ — Daily acts and rituals