ନିତ୍ୟଗତି Nityagati

  • ସଂ. ବି. (ବହୁବ୍ରୀହି; ନିତ୍ୟ+ଗତି) — ବାୟୁ; ପବନ — Air; wind
  • ବିଣ. (ବହୁବ୍ରୀହି) ଅନବରତ ଗମନଶୀଳ — Constantly moving