ନିତ୍ୟ ସମାସ Nitya samāsa

  • ସଂ. ବି. (ବ୍ୟାକରଣ) — ଏକପ୍ରକାର ସମାସ; ଯେଉଁ ସମାସରେ ସମସ୍ତ ପଦର ଅବୟyrଭୂତ ପଦମାନଙ୍କୁ ସ୍ୱତନ୍ତ୍ର ବ୍ୟବହାର କଲେ ଅର୍ଥବୋଧ ହୁଏ ନାହିଁ — (Sanscrit grammar) A class of compound; a compound of Which the meaning cannot be expressed by its component members used separately, the separate ideas having mergad in one
  • ସଂ. ବି. (ବ୍ୟାକରଣ) — [ନିତ୍ୟସମାସର ଉଦାହରଣ—ପ୍ରତିଦିନ;—ଏଠାରେ ସମସ୍ତ ପଦର ଅବ୍ୟୟବୀଭୂତ 2 ଟି ଶବ୍ଦ ଓ ଦିନକୁ ସ୍ୱତନ୍ତ୍ର ବ୍ୟବହାର କଲେ ଦିନେ ଦିନେ ଏହି ଅର୍ଥରେ ବୋଧ ହେବ ନାହିଁ। ଖଟ୍ୱାରୂଢ଼;— — 2 ୟା ତତ୍ପୁରୁଷ ନିଷ୍ଣନ୍ନ ଖଟ୍ୱାରୂଢ଼ ଶବ୍ଦର ଅର୍ଥ ଯେ ଖଟରେ ଚଢ଼ିଛି। କିନ୍ତୁ ନିତ୍ୟସମାସ ନିଷ୍ଣନ୍ନ ଖଟ୍ୱାରୂଢ଼ ଶବ୍ଦର ଅର୍ଥ ନୀଚ। ଭୋଜନାର୍ଥ—ଏଠାରେ ଭୋଜନ ଓ ଅର୍ଥ ଏ ଦୁଇ ଶବ୍ଦର ସ୍ୱତନ୍ତ୍ର ପ୍ରୟୋଗଦ୍ୱାରା ସମସ୍ତ ପଦର ଅର୍ଥର ବୋଧ ହେବ ନାହିଁ। ଏ ପଦର ଅର୍ଥ ଭୋଜନ ନିମନ୍ତେ। ଗତ୍ୟନ୍ତର—ଏଥିରେ ଅର୍ଥ ଅନ୍ୟ ଗତି।] — [ନିତ୍ୟସମାସର ଉଦାହରଣ—ପ୍ରତିଦିନ;—ଏଠାରେ ସମସ୍ତ ପଦର ଅବ୍ୟୟବୀଭୂତ2ଟି ଶବ୍ଦ ଓ ଦିନକୁ ସ୍ୱତନ୍ତ୍ର ବ୍ୟବହାର କଲେ ଦିନେ ଦିନେ ଏହି ଅର୍ଥରେ ବୋଧ ହେବ ନାହିଁ ଖଟ୍ୱାରୂଢ଼;— —2ୟା ତତ୍ପୁରୁଷ ନିଷ୍ଣନ୍ନ ଖଟ୍ୱାରୂଢ଼ ଶବ୍ଦର ଅର୍ଥ ଯେ ଖଟରେ ଚଢ଼ିଛି କିନ୍ତୁ ନିତ୍ୟସମାସ ନିଷ୍ଣନ୍ନ ଖଟ୍ୱାରୂଢ଼ ଶବ୍ଦର ଅର୍ଥ ନୀଚ ଭୋଜନାର୍ଥ—ଏଠାରେ ଭୋଜନ ଓ ଅର୍ଥ ଏ ଦୁଇ ଶବ୍ଦର ସ୍ୱତନ୍ତ୍ର ପ୍ରୟୋଗଦ୍ୱାରା ସମସ୍ତ ପଦର ଅର୍ଥର ବୋଧ ହେବ ନାହିଁ ଏ ପଦର ଅର୍ଥ ଭୋଜନ ନିମନ୍ତେ ଗତ୍ୟନ୍ତର—ଏଥିରେ ଅର୍ଥ ଅନ୍ୟ ଗତି]