ନିତ୍ୟ ରାସ Nitya rāsa

  • ସଂ. ବି. — (ବୈଷ୍ଣବ ସାହିତ୍ୟ)—ଗୋଲୋକଧାମ ବା ବୈକୁଣ୍ଠରେ ଶ୍ରୀକୃଷ୍ଣ ଓ ଗୋପୀମାନଙ୍କ ଦ୍ୱାରା ପ୍ରତିଦିନ ଅହରହଃ ସମ୍ପାଦିତ ରାସକ୍ରୀଡ଼ା — The ball dance said to be performed every day in the Bai̱kuṇṭha by Bishṇu and his consorts