ନିତ୍ୟ ଯୌବନ Nitya J̄aubana

  • ସଂ. ବି — ଚିରଯୌବନ; ଚିରକାଳ ବାର୍ଦ୍ଧକ୍ୟରହିତ ଅବସ୍ଥା; ସ୍ଥିରଯୌବନ — Perpetual youth; unfading youth
  • ବିଣ. ପୁଂ. (ବହୁବ୍ରୀହି) — ଯେ ସର୍ବଦା ଯୁବା ଥାଏ; ଯାହାର ବାର୍ଦ୍ଧକ୍ୟ ହୁଏ ନାହିଁ; ଚିର ଯୁବା — Ever youthful; possessing perpetual youth