ନିତ୍ୟ ପ୍ରଳୟ Nitya praḻaya

  • ସଂ. ବି. (କର୍ମଧା; ନିତ୍ୟ+ପ୍ରଳୟ) — ନିଦ୍ରା; ସୁଷୁପ୍ତି — Sleep
  • ସଂ. ବି. (କର୍ମଧା; ନିତ୍ୟ+ପ୍ରଳୟ) — ପ୍ରତିଦିନ ଘଟୁଥିବା ଜୀବମାନଙ୍କର ମୃତ୍ୟୁ — The constant dissolution of living beings (M.W.)