ନିତେଇ ଗୌର Nitei gaura

  • ଦେ. ବି. (ନାମ; ନିତ୍ୟାନନ୍ଦ+ଗୌରାଙ୍ଗ) — (ନବଦ୍ୱୀପର ମହାପୁରୁଷ ଦ୍ୱୟ) ନିତ୍ୟାନନ୍ଦ ଓ ଗୌରାଙ୍ଗ; ସଂକୀର୍ତ୍ତନରେ ମତ୍ତ; ନବଦ୍ୱୀପର ମହାପୁରୁଷ ସହଚର ଦ୍ୱୟ ଶ୍ରୀ ନିତ୍ୟାନନ୍ଦ ଓ ଶ୍ରୀଚୈତନ୍ୟ — The two devoted apostles of Nabadwīpa (viz. Nityānanada and Gaurāṅga)