ନିତି ନିତି Nitiniti

  • ଦେ. ଅ. (ସଂ. ନିତ୍ୟର ଦ୍ୱିବ୍ୟବହାର) — ପ୍ରତି ଦିନ; ସର୍ବଦା — Every day; daily
  • ଦେ. ଅ. (ସଂ. ନିତ୍ୟର ଦ୍ୱିବ୍ୟବହାର) — ଦିନକୁ ଦିନ — Day by day; day after day
  • ଦେ. ଅ. (ସଂ. ନିତ୍ୟର ଦ୍ୱିବ୍ୟବହାର) — ବାରଂବାର ପ୍ରତିଦିନ — Repeatedly for days
  • ଦେ. ଅ. (ସଂ. ନିତ୍ୟର ଦ୍ୱିବ୍ୟବହାର) — ଦେଖୁଥିଲେ ଦେଖିବାକୁ ମୋ ମନ ଧାଉଁଥାଏ ନିତିନିତି। କବିସୂର୍ଯ୍ୟ. ସଙ୍ଗୀତ।